| ଇନ୍ଦ୍ରଧନୁ ର ରଂଗ ପର୍ବ |
| ଛାଇ ଆଲୁଅର ଖେଳ... |
| ଶୁଖା କାଠର ଭାଷା...... |
| ସଂଜ ଆଲୋକ ବାଢିଦେଇ ଯାଏ କେତେ ରଂଗର ହାର |
| ଅନ୍ଧାର ଘର ନୀଳ ଆକାଶରେ ନୂତନ ଚିତ୍ରର ଆଭା ସଂଚାରେ |
ମୋ ଆକାଶ, ମୋ ଧରା ମୋ ପର୍ବତର ମେଳ ମୋ ସଂସାରେ... |
| ଶୁଭ୍ର ମେଘମାଳା ସବୁଜ ପାହାଡ ଜଳ ଧାରା ପାଇଁ କରେ ଏକାଠି ବିଚାର.... |
| ପେଟ ପାଇଁ ନାଟ .. ବୟସ ନୁହଁ ଏ ଅଭ୍ୟାସର ଖେଳ ମା କୋଳ ଛାଡି ବାଦ୍ୟର ବୋଲ |
